31.1 C
Bhubaneswar
Thursday, July 4, 2024
Homeଓଡିଶାନାବାଳିକା ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

ନାବାଳିକା ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

ଭୁବନେଶ୍ଵର : ରାଜଧାନୀରେ ଲଜ୍ଜା । ଭୁବନେଶ୍ୱରର ପାଞ୍ଚଗାଁ କୋଠସାହିର ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏୟାରଫିଲ୍ଡ ଥାନା ପୁଲିସ୍ ଅଭିଯୋଗ ପାଇ ଏକ ବଳାତ୍କାର ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ମୂତାବକ ଅଭିଯୁକ୍ତ କାହ୍ନା ସାହିର ଜଣେ ୩ ବର୍ଷର ନାବାଳିକାକୁ ଚକୋଲେଟ୍ ଦେବାର ପ୍ରଲୋଭନ ଦେଖାଇ ପାଖକୁ ଡାକି ବଳାତ୍କାର କରିଥିଲା। ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୁକ୍ତକୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking