26.1 C
Bhubaneswar
Sunday, June 8, 2025
Homeଓଡିଶାଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କନିଷ୍ଠ ଯନ୍ତ୍ରୀ  ସୁଶାନ୍ତ ସେଠୀ ଗିରଫ

ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କନିଷ୍ଠ ଯନ୍ତ୍ରୀ  ସୁଶାନ୍ତ ସେଠୀ ଗିରଫ

ନୂଆପଡା: କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ନୂଆପଡା ଆର ଏଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରିଛି ।  ଭିଜିଲାନ୍ସ ରେଡ ବେଳେ ତାଙ୍କ ଘରୁ ୫୫ ଲକ୍ଷର ଜମା, ପ୍ରାୟ ଦେଢ କେଜି ସୁନା ମିଳିଥିଲା । ୩ଟି ବହୁତଳ କୋଠା , ଗୋଟିଏ ଫାର୍ମ ହାଉସ, ୯ଟି ପ୍ଲଟ ମିଳିଥିଲା । ୨ଟି ଚାରିଚକିଆ, ୧୪ ଲକ୍ଷରୁ ଅଧିକ ଟଙ୍କାର  ଆସବାବ ପତ୍ର ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking