26.1 C
Bhubaneswar
Thursday, January 15, 2026
Homeଅପରାଧକନିଷ୍ଠ କିରାଣୀ ଗିରଫ

କନିଷ୍ଠ କିରାଣୀ ଗିରଫ

ଭୁବନେଶ୍ୱର: ଖଣ୍ଡଗିରି ସବରେଜିଷ୍ଟାର ଅଫିସ କନିଷ୍ଠ କିରାଣୀ ଗିରଫ। କନିଷ୍ଠ କିରାଣୀ ଦେବଯାନୀ କର ଗିରଫ । ଲାଞ୍ଚୁଆ କନିଷ୍ଠ କିରାଣୀଙ୍କୁ ଗିରଫ କଲା ଭିଜିଲାନ୍ସ । ଗିରଫ ପରେ କୋର୍ଟ ଚାଲାଣ କଲା ଭିଜିଲାନ୍ସ । ତେବେ ସୂଚନା ଅନୁଯାଇ , ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି କନିଷ୍ଠ କିରାଣୀ । ସେଲଡିଡ଼ ପାଇଁ କନିଷ୍ଠ କିରାଣୀ ନେଉଥିଲେ ଲାଞ୍ଚ । ଅଫିସ ଯାଞ୍ଚ ବେଳେ ୧୫ ଲକ୍ଷ ଟଙ୍କା ମିଳିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking