25.1 C
Bhubaneswar
Monday, January 12, 2026
Homeଓଡିଶାଭିଜିଲାନ୍ସ ଜାଲରେ ଜେଆରଏ

ଭିଜିଲାନ୍ସ ଜାଲରେ ଜେଆରଏ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟର ଜେଆରଏ । କନିଷ୍ଠ ରାଜସ୍ୱ ସହାୟକ ଚୌଧୁରୀ ପୁପୁନ କୁମାର ଦାଶ ଧରାପଡିଲେ । ବାକି ଥିବା ବିଲ୍ ପାସ୍ କରିବାକୁ ୨୫ ହଜାର ଲାଞ୍ଚନେଉଥିଲା ବେଳେ ମାଡି ବସିଲା ଭିଜିଲାନ୍ସ  ା

ଚିକିଟି ବିଷାକ୍ତ ମଦ, ଆଉ ଜଣଙ୍କର ମୃତ୍ୟୁ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking