33.1 C
Bhubaneswar
Friday, April 25, 2025
Homeଓଡିଶାଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଜେପି ନଡ୍ଡା । ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ ଜେପି ନଡ୍ଡା । କଟକରେ ଆୟୋଜିତ କାଯ୍ୟକ୍ରମରେ ସାମିଲ ହେବେ । କଟକ ବାଲିଯାତ୍ରା ତଳପଡିଆରେ କାଯ୍ୟକ୍ରମ ହେବ । ସୂଚନା ଥାଇ କି , ୭୦ ବର୍ଷରୁ କମ ବ୍ୟକ୍ତି ବିଶେଷଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ମିଳିବ । ରାସନ କାର୍ଡରେ ଯେଉଁମାନଙ୍କ ନାମ ରହିଥିବ , ଆଶାକର୍ମୀ ଘରକୁ ଘର ବୁଲି  କାର୍ଡ ପ୍ରଦାନ କରିବେ । ସମସ୍ତ ବ୍ୟକ୍ତି ବିଶେଷଙ୍କୁ  ଅଲଗା ଅଲଗା କାର୍ଡ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking