19.1 C
Bhubaneswar
Sunday, January 11, 2026
Homeଓଡିଶାସାମ୍ବାଦିକାଙ୍କ ମୃତ୍ୟୁ: ମୁଖ୍ୟମନ୍ତ୍ରୀଙ୍କ ଶୋକ

ସାମ୍ବାଦିକାଙ୍କ ମୃତ୍ୟୁ: ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଦୁର୍ଘଟଣାରେ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ଘଟଣା । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅମର ଆତ୍ମାର ସଦ୍‌ଗତି କାମନା କଲେ ମୁଖ୍ୟମନ୍ତ୍ରୀ । ସାମ୍ବାଦିକତା ଜବତ ପାଇଁ ଏହା ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ, ଆଜି ସକାଳେ ପୁରୀ ଜିଲ୍ଲାର ପିପିଲି ବ୍ଲକ ସ୍ଥିତ ମଙ୍ଗଳପୁର ଛକ ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲା ବସ୍ । ଏହି ଦୁର୍ଘଟଣାରେ ସାମ୍ବାଦିକା ସମେତ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା

ସ୍କୁଟିକୁ ଧକ୍କା ଦେଲା ବସ୍‌: ୨ ମୃତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking