ସ୍କୁଟିକୁ ଧକ୍କା ଦେଲା ବସ୍‌: ୨ ମୃତ

ପିପିଲି: ପିପିଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ବସ୍ । ଏହି ଦୁର୍ଘଟଣାରେ ସାମ୍ବାଦିକାଙ୍କ ସମେତ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ସାମ୍ବାଦିକାଙ୍କୁ ଶିଲା ପଟ୍ଟନାୟକ ବୋଲି ଚିହ୍ନଟ କରାଯାଇଛି, ଅନ୍ୟ ଜଣେ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ସାମ୍ବାଦିକା ଜଣଙ୍କ ଏକ ଘରୋଇ ଚ୍ୟାନେଲରେ କାର୍ଯ୍ୟ କରୁଥିଲେ । ପୁରୀ ଜିଲ୍ଲାର ପିପିଲି ବ୍ଲକ ସ୍ଥିତ ମଙ୍ଗଳପୁର ଗ୍ରାମରେ ଏହି ଦୁର୍ଘଟଣାଟି ଘଟିଛି । ସୂଚନା … Continue reading ସ୍କୁଟିକୁ ଧକ୍କା ଦେଲା ବସ୍‌: ୨ ମୃତ