27.1 C
Bhubaneswar
Friday, July 5, 2024
Homeଓଡିଶାଆଜିଠୁ ଲାଗୁହେବ ଜିଓର ନୂଆ ପ୍ଲାନ୍

ଆଜିଠୁ ଲାଗୁହେବ ଜିଓର ନୂଆ ପ୍ଲାନ୍

ମୁମ୍ବାଇ: ଆଜିଠୁ ଲାଗୁହେବ ଜିଓର ନୂଆ ପ୍ଲାନ୍ । ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନର ହେବ ଶୁଳ୍କ ବୃଦ୍ଧି । ଦେଶର ବୃହତ୍ତମ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ ଇନଫୋକମ୍ ଆଜିଠୁ ମୋବାଇଲ୍ ଶୁଳ୍କ ବୃଦ୍ଧି କରିବା ନେଇ ଘୋଷଣା କରିଛି । ନୂତନ ଶୁଳ୍କ ଯୋଜନା ଅନୁଯାୟୀ, ୨୮ ମାସର ବୈଧତାର ମାସିକ ଯୋଜନା ପାଇଁ ୧୫୫ ଟଙ୍କା ଦେବାକୁ ପଡୁଥିଲା, ବର୍ତ୍ତମାନ ୧୮୯ ଟଙ୍କା ଦେବାକୁ ପଡିବ ଏବଂ ଏହି ଯୋଜନାରେ ୨ ଜିବି ଡାଟା ଉପଲବ୍ଧ ହେବ ।

୨୮ ଦିନର ବୈଧତା ସହିତ ୨୦୯ ଟଙ୍କା ଯୋଜନା ପାଇଁ, ୨୪୯ ଟଙ୍କା ଦେବାକୁ ପଡିବ ଯେଉଁଥିରେ ୧ ଜିଡି ଡାଟା ରହିବ । ୩୯୯ ଟଙ୍କା ପ୍ଲାନ ପାଇଁ, ୪୪୯ ଟଙ୍କା ଦେବାକୁ ପଡିବ ଯେଉଁଥିରେ ଆପଣ ୩ ଜିବି ଡାଟା ରହି । ଅନ୍ୟପଟେ ୨ ଜିବି କିମ୍ୱା ତାଠାରୁ ଅଧିକ ଡାଟା ଥିବା ପ୍ଲାନରେ ଅସୀମିତ ଫାଇଭ-ଜି ଡାଟା ହେବ ଉପଲବ୍ଧ ହେବ । ରିଲାଏନ୍ସ ଜିଓ ପ୍ଲାନର ଶୁଳ୍କ ବୃଦ୍ଧି ଉପରେ ସାରା ଦେଶର ଉପଭୋକ୍ତାଙ୍କ ନଜର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking