27.1 C
Bhubaneswar
Monday, December 23, 2024
Homeଓଡିଶାନାକେଦମ କଲାଣି ଜିନ୍ନତ

ନାକେଦମ କଲାଣି ଜିନ୍ନତ

ଭୁବନେଶ୍ୱର: ଗତକାଲି ମେଦିନାପୁର ଝଡ଼ାଗ୍ରାମ ଜଙ୍ଗଲରେ ଥିଲା । ଦିନକୁ ୨୫ ରୁ ୩୦ କିମି ବାଟ ଅତିକ୍ରମ କରୁଛି । ଓଡିଶା ଓ ପଶ୍ଚିମବଙ୍ଗ ବନ ବିଭାଗର କଡା ନଜର । ବନ ବିଭାଗର ୧୩୦ କର୍ମଚାରୀ ରଖିଛନ୍ତି ନଜର । ଧରିବାକୁ ସୁନ୍ଦରବନ ଅଭିଜ୍ଞ ବାଘ ଧରାଳି ଟିମ ସାମିଲ । ସୂଚନା ଅନୁଯାଇ , ପ୍ରଥମେ ଶିମିଳିପାଳରୁ ଝାଡ଼ଖଣ୍ଡ ଏବେ ପଶ୍ଚିମବଙ୍ଗରେ ଆଗକୁ ଆଗକୁ ମାଡ଼ିଚାଲିଛି ଜିନ୍ନତ । ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଝାଡ଼ଗ୍ରାମ ଡେଇଁ ବାଘୁଣୀଟି ପୁରୁଲିଆ ବାନ୍ଦଓ୍ବାନ ଜଙ୍ଗଲରେ ପହଞ୍ଚିଛି । ସୁନ୍ଦରବନର ଅଭିଜ୍ଞ ବାଘ ଧରାଳି ଟିମ୍ ମଧ୍ୟ ଜୀନ୍ନତକୁ ଧରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି । ଜିନ୍ନତ ଓଡ଼ିଶାର ଶିମିଳିପାଳଠାରୁ ପ୍ରାୟ ୧୩୦କିମି ଦୂରରେ ରହିଛି । ଦିନକୁ ଯେ କୌଣସି ସମୟରେ ଏହା ଜଙ୍ଗଲ ଡେଇଁ ଜନବସତିକୁ ପଶିଯିବାର ଆଶଙ୍କା ମଧ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking