16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଖାଇକୁ ଖସିଲା ଜିପ୍‌: ୩ ମୃତ

ଖାଇକୁ ଖସିଲା ଜିପ୍‌: ୩ ମୃତ

ରାଜସ୍ଥାନ: ରାଜସ୍ଥାନର ପାଲି ଜିଲ୍ଲାର ବାଲି ତହସିଲରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଜିପ୍ ଚକ ହରାଇ ନିୟନ୍ତ୍ରଣ ହରାଇ ଏକ ଖାତକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ତୁରନ୍ତ ପୋଲିସ ଏବଂ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ଖବର ପାଇ ତୁରନ୍ତ ଦୁଇଟି ଆମ୍ବୁଲାନ୍ସ ଏବଂ ଘରୋଇ ଯାନ ପହଞ୍ଚି ସମସ୍ତ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା। ବାର ଜଣ ଗୁରୁତର ଆହତଙ୍କୁ ଏକ ଉଚ୍ଚ କେନ୍ଦ୍ରକୁ ପଠାଯାଇଥିଲା। ଜିପ୍‌ରେ ୨୮ ଜଣ ଥିଲେ, ଯେଉଁମାନେ ଏକ ଶୋକ ସଭାରେ ଯୋଗଦେବାକୁ ଯାଉଥିବା ସୂଚନା ମିଳିଛିଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking