22.1 C
Bhubaneswar
Sunday, February 15, 2026
Homeଓଡିଶାମୋହନଙ୍କୁ ଜୟଶଙ୍କର ପ୍ରଶଂସା  

ମୋହନଙ୍କୁ ଜୟଶଙ୍କର ପ୍ରଶଂସା  

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ  ମୋହନ ମାଝୀଙ୍କୁ  ଏସ. ଜୟଶଙ୍କରଙ୍କ ପ୍ରଶଂସା । ପ୍ରବାସୀ ଭାରତୀୟ ଦିବସ ସଫଳତାର  ସହ ଆୟୋଜନ ପାଇଁ ପ୍ରଶଂସା କରିଛନ୍ତି । ଚିଠି ଲେଖି ଫ୍ରଶଂସା କଲେ ବୌଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଯୋଗ ଦେଇଥିବା ପ୍ରବାସୀ ପଜିଟିଭ ଫିଡବ୍ୟାକ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଆତିଥେୟତାକୁ  ନେଇ ପଜିଟିଭ ଫିଡବ୍ୟାକ ଦେଇଛନ୍ତି । ଭବିଷ୍ୟତରେ ଓଡିଶାରେ ଏଭଳି କାଯ୍ୟକ୍ରମ ଆୟୋଜନ ପାଇଁ ଗୁରୁତ୍ୱ ଦେବୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking