26.1 C
Bhubaneswar
Thursday, September 19, 2024
Homeଓଡିଶାଶୂନ୍ୟକାଳରେ ଜୟନାରାୟଣଙ୍କ ଉଦ୍‌ବଗେ

ଶୂନ୍ୟକାଳରେ ଜୟନାରାୟଣଙ୍କ ଉଦ୍‌ବଗେ

ଭୁବନେଶ୍ୱର : ଶୂନ୍ୟକାଳରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସ୍ୱାମୀ ଲଣାନନ୍ଦ, ନବ ଦାସ, ମମିତା ମେହେର ହତ୍ୟା ପ୍ରସଙ୍ଗ ଉଠାଇଲେ । ମମିିତା ହତ୍ୟା ଅଭିଯୁକ୍ତ ଗୋବନ୍ଦ ସାହୁଙ୍କ ମୃତ୍ୟୁ ପ୍ରସଙ୍ଗ ମଧ୍ୟ ଉଠାଇଲେ । ଏସବୁ ମାମଲା ଏବେବିି ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି କରୁଛିି । ସରକାର ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇ ସନ୍ଦେହ ଦୂର କରିବେ କି ? । ଲୋକଙ୍କ ମନରେ ଥିବା ସନ୍ଦେହକୁ ଦୂର ପାଇଁ ଉଦ୍ୟମ କରିବେ ବି ପ୍ରଶ୍ନ କଲେ । ଲୋକଙ୍କ ମନରେ ଥିବା ସନ୍ଦେହକୁ ଦୂର ପାଇଁ ଉଦ୍ୟମ କରିବେ ବି ପ୍ରଶ୍ନ କଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking