19.1 C
Bhubaneswar
Thursday, December 11, 2025
Homeଓଡିଶାନବ ଦାସ ହତ୍ୟା ମାମଲାରେ ଜୟନାରାୟଣଙ୍କ ବଡ ବୟାନ  

ନବ ଦାସ ହତ୍ୟା ମାମଲାରେ ଜୟନାରାୟଣଙ୍କ ବଡ ବୟାନ  

ଭୁବନେଶ୍ୱର : ବହୁ ଚର୍ଚ୍ଚିତ  ନବ ଦାସ ହତ୍ୟା ମାମଲାରେ ବିଜେପି ବିଧାୟକ ଜୟନାରାୟଣଙ୍କ ବଡ ବୟାନ  ରହିଛି । ମୁଁ ଆଗରୁ ଦଆବି କରିଛି ସିବିଆଇ ତଦନ୍ତ କରାଯାଉ । ବହୁ ମୁଣ୍ଡ ଏହି ଘଟଣାରେ ସମ୍ପୃକ୍ତ ରହିଛି । ସରକାରଙ୍କ ତଦନ୍ତ ଅନୁସାରେ  ଲୋକଙ୍କୁ ସନ୍ତୁଷ୍ଟ କରିପାରୁନି । ରାଜ୍ୟ ଯାହା ପାରିବନି ସେଇଟା କେନ୍ଦ୍ର ସରକାର  କରିବ । ସିବିଆଇ ତଦନ୍ତ ପାଇଁ ପରିବାର ଲେଖିକି ଦେଲେ ।  ମୁଁ ସରଖଆରଙ୍କ ପାଖରେ ଅନୁରୋଧ କରିବି । ସରକାର ଏହାକୁ ସ୍ୱୀକାର କରିବେ କହିଛନ୍ତି ଜୟନାରାୟଣ । ସରକାର ତଦନ୍ତ କରିପାରୁଛି କି ନାହିଁ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking