କେନ୍ଦୁଝର: ଆଡିବନ୍ଧ ନିର୍ମାଣ ନାଁରେ ଅର୍ଥ ଆତ୍ମସାର୍ଥ । ୨ ଯନ୍ତ୍ରୀଙ୍କୁ ୪ ବର୍ଷ ଲେଖାଏଁ ଜେଲଦଣ୍ଡାଦେଶ। ଦଣ୍ଡ ଶୁଣାଇଲେ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ନିର୍ବାହୀ ଯନ୍ତ୍ରୀ , ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କୁ ଜେଲଦଣ୍ଡ। ଠିକାଦାର ଙ୍କୁ ମଧ୍ୟ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ। ସହକାରୀ ନିର୍ବାହୀ ଯନ୍ତ୍ରୀ ଶିବାନନ୍ଦ ପଟନାୟକ। ନିର୍ବାହୀ ଯନ୍ତ୍ରୀ ଶକ୍ତିରଞ୍ଜନ ସିଂହ ସାମନ୍ତ ।