ଭୁବନେଶ୍ୱର : ଭୁବନେଶ୍ୱର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା । କମିଶନରେଟ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ନେଲେ । ଅପରାଧକୁ ଆଦୌ ପ୍ରଶ୍ରୟ ଦିଆଯିବନି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ୱ ରଖାଯାଇଛି । ମହିଳା , ଶିଶୁ ଅପରାଧ ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ସହିତ ସାଇବର ଅପରାଧୀଙ୍କ ଉପରେ କଡା ନଜର ରହିବ । ଡିସିପିଙ୍କ ଅଧୀନରେ ରହିବେ ୩ ଆଇପିଏସ ଅଫିସର ।










