24.1 C
Bhubaneswar
Friday, February 13, 2026
Homeଓଡିଶାପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ

ଭୁବନେଶ୍ୱର : ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ । ବିଧାନସଭା ରିଟର୍ଣ୍ଣିଂ-ଅଫିସରଙ୍କ ପାଖରେ ପ୍ରତ୍ୟାହାର କଲେ । ୨୨ ତାରିଖରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଥିଲେ । ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କ ଭରିଥିଲେ । ନାମାଙ୍କନ ବେଳେ ୧୦ ବିଜେପି ବିଧାୟକ ପ୍ରସ୍ତାବକ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking