27.1 C
Bhubaneswar
Sunday, June 30, 2024
Homeଓଡିଶାମାନସିକ ସନ୍ତୁଳନ ହାଇଥିବା ଯୁବକ କଲେ ଏମିତି କାଣ୍ଡ ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ମାନସିକ ସନ୍ତୁଳନ ହାଇଥିବା ଯୁବକ କଲେ ଏମିତି କାଣ୍ଡ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୁଡାପାଲି ଗାଁରେ ଘଟିଛି ଅଭାବନୀୟ ଘଟଣା । ନିଜର ଯୌନାଙ୍ଗ କାଟିଲା ଯୁବକ । ଗତକିଛିଦିନ ହେଲା ଯୁବକଙ୍କର ମାନସିକ ଅବସ୍ଥା ଠିକ୍ ନଥିବା ପରିବାର ଲୋକେ କହିଛନ୍ତି I ତେବେ କୌଣସି କାରଣକୁ ନେଇ ଚିନ୍ତିତ ରହୁଥିଲେ ଗତକିଛିଦିନ ହେଲା ମାନସିକ ସନ୍ତୁଳନ ହରାଇ ବସିଥିଲେ I ଏନେଇ ପରିବାର ଲୋକେ ବାହାରକୁ ଛାଡୁ ନଥିଲେ I ତେବେ ଆଜି ପୁରୁଷୋତ୍ତମ ଗାଁ ନିକଟସ୍ଥ ନାଳରେ ଯୌନାଙ୍ଗ କାଟି ମୁର୍ମୁଷ ଅବସ୍ଥାରେ ପଡିଥିବା ନେଇ ପରିବାର ଲୋକେ ଖବର ପାଇବା ପରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି I ପ୍ରେମ ଜନିତ କାରଣରୁ ସେ ଚିନ୍ତିତ ହୋଇ ମାନସିକ ସନ୍ତୁଳନ ହରାଇ ଥିବା ଚର୍ଚ୍ଚା ହେଉଥିବା ବେଳେ ପରିବାର ଲୋକେ ଖଣ୍ଡନ କରିଛନ୍ତି I ଡାକ୍ତର ରକ୍ତସ୍ରାବ ଯୋଗୁ ଅବସ୍ଥା ଗୁରୁତର ଥିବା କହିଛନ୍ତି I

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking