19.1 C
Bhubaneswar
Monday, February 2, 2026
Homeଓଡିଶାମିଶିକି ବିରୋଧୀ ପ୍ରାର୍ଥୀ କଲେ ଫାଇଦା: ଭକ୍ତ

ମିଶିକି ବିରୋଧୀ ପ୍ରାର୍ଥୀ କଲେ ଫାଇଦା: ଭକ୍ତ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ନେଇ କାଲିର କଥାକୁ ଦୋହରାଇଲେ ପିସିସି ସଭାପତି ଭକ୍ତ ଦାସ । ଚତୁର୍ଥ ଆସନ ପାଇଁ କାହା ପାଖରେ ସଂଖ୍ୟା ନାହିଁ କହିଲେ ଭକ୍ତ । ସେ ଆହୁରି କହିଛନ୍ତି ଯେ ଆମ ପାଖରେ ସଂଖ୍ୟା ନାହିଁ କି ବିଜେଡି ପାଖରେ ସଂଖ୍ୟା ନାହିଁ । ଯଦି ମିଶିକି ବିରୋଧୀ ଯୋଗ୍ୟ ପ୍ରାର୍ଥୀ ଚୟନ କରନ୍ତି ଓଡିଶା ଲାଭବାନ ହେବ । ସେପଟେ, ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଚାରିଦେଶରେ କଂଗ୍ରେସ ଟିମ୍ । ପ୍ରଭାରୀ ଅଜୟ ଲଲୁଙ୍କ ନେତୃତ୍ୱରେ ନୂଆଗାଁରୁ ଢିଙ୍କିଆ ପର୍ଯ୍ୟନ୍ତ ଟିମ୍‌ର ପଦଯାତ୍ରା । ଏହି ପଦଯାତ୍ରାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ବରିଷ୍ଠ ନେତା ସାମିଲ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking