34.9 C
Bhubaneswar
Monday, April 6, 2026
Homeଓଡିଶାବିଜେଡି ସଂଗଠନ ଉପରେ ପ୍ରଭାବ ପଡିବ: ଗଣେଶ୍ୱର

ବିଜେଡି ସଂଗଠନ ଉପରେ ପ୍ରଭାବ ପଡିବ: ଗଣେଶ୍ୱର

ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡିବା ନେଇ ଗଣେଶ୍ୱର ବେହେରା ପ୍ରତିକ୍ରିୟା ରଖି କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡିବ କହିଲେ ଗଣେଶ୍ୱର ବେହେରା । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡିକି ଗଲେ, ନିଶ୍ଚୟ ପ୍ରଭାବ ପଡିବ । ସେଥିପାଇଁ ରଣନୀତି ପ୍ରସ୍ତୁତ କରୁଛୁ । କେମିଚି ଦଳ ସଂଗଠନ ମଜଭୁତ ହେବ । ୨ ରାଜ୍ୟସଭା ସାଂସଦ କେବେଠୁ ଛାଡିକି ପଳେଇଲେ, ତାହା ଚିନ୍ତାର କାରଣ । ନିର୍ବାଚିତ ପରେ ଦଳ ବିରୋଧରେ ଭୋଟ ଦେଲେ ସଂଗଠନରେ ପ୍ରଭାବ ପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking