22.1 C
Bhubaneswar
Saturday, March 28, 2026
Homeଓଡିଶାମାଇନ୍ସ କମ୍ପାନୀରେ ଆଇଟି ରେଡ

ମାଇନ୍ସ କମ୍ପାନୀରେ ଆଇଟି ରେଡ

ଭୁବନେଶ୍ୱର : ମାଇନ୍ସ  କମ୍ପାନୀରେ ବଡ ଧରଣର ଆଇଟି ରେଡ କରାଯାଇଛି । କମ୍ପାନୀ ଉପରେ ଏସ.ଏନ ମହାନ୍ତି ଗ୍ରୁପର ୮ଟି ସ୍ଥାନରେ ଏକକାଳୀନ ରେଡ କରାଯାଇଛି । ଯୋଡା , ବଡବିଲ ଓ ଭୁବନେଶ୍ୱର ସମେତ ୮ଟି ସ୍ଥାନରେ ରେଡ କରାଯାଇଛି ।  ଟିକସ ଫାଙ୍କି ଅଭିଯୋଗରେ ରେଡ ଚାଲିଛି । ଏନେି କମ୍ପାନୀ କର୍ତ୍ତୁପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking