30.1 C
Bhubaneswar
Wednesday, January 21, 2026
Homeଓଡିଶାକେନ୍ଦ୍ର ବଜେଟରେ ଓଡିଶାକୁ ଅଣଦେଖା ଏହା ନୌରାଶ୍ୟଜନକ

କେନ୍ଦ୍ର ବଜେଟରେ ଓଡିଶାକୁ ଅଣଦେଖା ଏହା ନୌରାଶ୍ୟଜନକ

ଯାଜପୁର : ଭାଜପା ଦଳ ଓଡ଼ିଶାର ଡବଲ ଇଞ୍ଜିନ ସରକାର କଲେ ବିକାସର ଧାର ସୁଅ ଛୁଟିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ବିଭନ୍ନ ସଭା ସମିତି ବଡ଼ ବଡ଼ ଭାଷଣଦେଇ ଥିଲେ l ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲା କିନ୍ତୁ କେନ୍ଦ୍ରୀୟ ବଜେଟ ଓଡ଼ିାବାସୀଙ୍କ ଙ୍କୁ କୁଠାରଘlତ କାରା ଯାଇଚି l ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା କୁ ଉପେକ୍ଷା କରାଯାଇଛି ବୋଲି ବିରୋଧୀ ଦଳ କେନ୍ଦ୍ର ସରକାର ଙ୍କୁ ଶାଣିତ ପ୍ରଶ୍ନ କଲେଣି ଡବଲ ଇଞ୍ଜିନ ସରକାର କଣ ବିକାସ କାରିବେ ଏହି ବଜେଟ୍ ରୁ ପ୍ରମାଣିତ ମିଳିଲାନିl

ଆଜି ତା ୨୩ . ୭. ୨୪ ରିଖ କେନ୍ଦ୍ରସରକାର ଆର୍ଥିକ ବର୍ଷ ପାଇଁ ଆଜି ଯେଉଁ ବଜେଟ ଉପସ୍ଥାପନ କଲେ ଓଡିଶା କୁ ସପୂର୍ଣ୍ଣ ଅଣଦେଖା କରିଛନ୍ତି. ଜେ. ଜେ. ପି. ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କଥା କହି ଭୋଟ ନେବା ପରେ କେବଳ ପର୍ଯ୍ୟଟନ କଥା ବ୍ୟତିତ କୈଣସି ଆର୍ଥିକ ସହାୟତା ନଦେବା ପରିତାପର ବିଷୟ ବୋଲି ବରିଷ୍ଟ କଂଗ୍ରେସ ନେତା ବିଦ୍ୟାଧର ମହାନ୍ତି ନିଦା କରିବା ସହ ଓଡିଶା ରେ ଦାରିଦ୍ର, ବେକାରୀ, ଜଳସେଚନ, ଓ ଦାଦନ ସମସ୍ୟା ଭରିରହିଥିଲେ ମଧ୍ୟ କେନ୍ଦ୍ର ର ଏନ. ଡି. ଏ. ସରକାର ଏହା ଉପରେ ଗୁରୁତ୍ୱ ନ ଦେଇ ବରଂ ସଂଖ୍ୟାଲଘୁ ସରକାର ଭାଗୀ ଯିବାର ଭୟରେ ବିହାର ଓ ଆନ୍ଧ୍ର କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦେଇ ଓଡ଼ିଶା ଗର୍ଭ ରତ୍ନ ଭଣ୍ଡାର ଖଣି ରୁ ଲକ୍ଷ ଲକ୍ଷ କୋଟି ତାଙ୍କର ରାଜସ୍ଵ ନେଇ ଅଣ ଦେଖା କରିବା ରାଜନୀତି କରଣ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି. ସେ କହିଲେ ୧୩ବର୍ଷ ଧରି କେନ୍ଦ୍ର ସରକାର ରାଜ୍ୟ ର ଖଣିଜ ସମ୍ପଦ ଉପରେ ରୟାଲିଟ ବୃଦ୍ଧି ନ କରି ବଡ଼ ଶିଳ୍ପ ପତି ଓ ଖଣି ମାଲିକ ମାନଂକୁ ପ୍ରୋତ୍ସାହନ ଦେଉ ଛନ୍ତି l ପୁର୍ବ ତନ ମୂଖ୍ୟ ମନ୍ତ୍ରୀ ଖଣିଜ ସମ୍ପଦ ଉପରେ ରୟାଲିଟୀ ବୃଦ୍ଧି କରିବା ପାଇଁ ଦାବି କରି ଥିଲେ ମଧ୍ୟ୍ୟ କର୍ଣ୍ ପାତ କରିଲେ ନାହିଁ ରୟାଲିଟୀ ବୃଦ୍ଧି କାରା ଯାଇ ଥିଲେ ଓଡ଼ିଶା ତାର ଭାଗ ପାଇ ଥାନ୍ତା ଏବ ଡବଲ ଇଞ୍ଜିନ ସରକାରରାଜ୍ୟ ବିକାସ ପାଇଁ ଓଡ଼ିଶା ର ହକ ମଧ୍ଯ ନ ଦେଇ ବିକାସ ଲୋକ ଦେଖାନିଆ ଡିଡିମ ପିଟିବା ରାଜ୍ୟ ବାସି ଜାଣି ସାରିଲେଣି ଠିକଣା ସମୟ ରେ ଜବାବ ଦେବ ବୋଲି ଶ୍ରୀ ମହାନ୍ତି ଡବଲ ଇଞ୍ଜିନ ସରକାର ଙ୍କୁ ତିବ୍ର ସମାଲୋଚନା କରିଛନ୍ତିl

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking