ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ସାମିଲ ହେଲେ ମୋଦି । ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ । ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଜନତା ମଇଦାନରୁ ଭିସିରେ ଶୁଭାରମ୍ଭ କଲେ ମୋଦି ା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିଜର ମନ୍ତବ୍ୟ ରଖିଛନ୍ତି । କହିଛନ୍ତି ପାରିବାରିକ ପୁନର୍ମିଳନ । ଏହା ପାରିବାରିକ ପୁନର୍ମିଳନ ଭଳି କହିଲେ ଏସ . ଜୟଶଙ୍କର । ପ୍ରବାସୀଙ୍କ ପ୍ରତ୍ୟେକଟି ସଫଳତା ଆମକୁ ଗର୍ୱିତ କରେ । ଓଡିଶାର କଳା , ସଂସ୍କୃତି ଅନନ୍ୟ ଅଟେ କହିଛନ୍ତି ଜୟଶଙ୍କର । ବାଲିଯାତ୍ରା ଏହାର ଏକ ଉଦାହରଣ ।