ଭୁବନେଶ୍ୱର: ଜୟନାରାୟଣ ମିଶ୍ରଙ୍କ ବୟାନରେ ତାରାବାହିନୀପତିଙ୍କ ପ୍ରତିକ୍ରିୟା । ଓଡିଶାକୁ ଭାଗ କରିବା କଣ ଓଡିଆ ଅସ୍ମିତା କି ପ୍ରଶ୍ନ କଲେ ତାରା । ଓଡିଶାକୁ ଭାଗ କଲା ଭଳି ପ୍ରତିକ୍ରିୟା ଦେଉଛନ୍ତି ଜୟନାରାୟଣ । ଆଜି କୋଶାଲ, କାଲି ଦକ୍ଷିଣାଞ୍ଚଳ କଥା ଉଠିବ । ଜୟନାରାୟଣ ଟିକେ ଅନ୍ତୁଷ୍ଟ ଅଛନ୍ତି । ଆଲୋଚନା କରି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରନ୍ତୁ । ପାଣ୍ଡିଆନ କଥା ଉଠାଇବା ପ୍ରଥମ ଲୋକ ସିଏ, ତାଙ୍କୁ ଅଣଦେଖା କରାଯାଉଛି ।










