20.1 C
Bhubaneswar
Sunday, February 8, 2026
Homeଓଡିଶାଦଳ ପାଇଁ ଅପୂରଣୀୟ କ୍ଷତି: ନବୀନ

ଦଳ ପାଇଁ ଅପୂରଣୀୟ କ୍ଷତି: ନବୀନ

ଭୁବନେଶ୍ୱର: ରାଜେନ୍ଦ୍ର ଢୋଲକିଆଙ୍କ  ଦେହାନ୍ତରେ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି । କହିଛନ୍ତି, ଦେହାନ୍ତ ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ । ତାଙ୍କ ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତି ପରିବାରକୁ ସମବେଦନା ଜଣାଇଛନ୍ତି । ଆଜି ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking