25.1 C
Bhubaneswar
Saturday, October 26, 2024
Homeଓଡିଶାଭୁବନେଶ୍ୱରଆପାର୍ଟମେଣ୍ଟରେ ଲାଗିବ ଆଇପି କ୍ୟାମେରା

ଆପାର୍ଟମେଣ୍ଟରେ ଲାଗିବ ଆଇପି କ୍ୟାମେରା

ବ୍ୟୁରୋ  : ଆପାର୍ଟମେଣ୍ଟରେ ଲାଗିବ ଆଇପି କ୍ୟାମେରା । ଜଣେ ଏସିପିଙ୍କୁ କ୍ୟାମେରା ତଥ୍ୟ ଜଣାଇବାକୁ ନିର୍ଧାରିତ
କଲା ପୋଲିସ । ୨୦୨୪ରେ ଟୁଇନି ସିଟିରେ ଆପାର୍ଟମେଣ୍ଟରୁ ୬୫ଟି ଚୋରି ଅଭିଯୋଗ ହୋଇଥିଲା । ଚୋରି ଘଟଣାରେ ୨୯ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କ୍ୟାମେରାର ସବୁ  ତଥ୍ୟ କମିଶନରେଟ ପୋଲିସ ପାଖରେ ରହିବ । ଆପାର୍ଟମେଣ୍ଟରେ ଚୋରି  ରୋକିବାକୁ କମିଶନରେଟ ପୋଲିସର ପଦକ୍ଷେପ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking