21.1 C
Bhubaneswar
Tuesday, February 10, 2026
Homeଓଡିଶାଆଇଓସିଏଲରେ ଅଘଟଣ: ଖୁଣ୍ଟ ପଡ଼ି ଶ୍ରମିକଙ୍କ ମୃତ୍ୟୁ

ଆଇଓସିଏଲରେ ଅଘଟଣ: ଖୁଣ୍ଟ ପଡ଼ି ଶ୍ରମିକଙ୍କ ମୃତ୍ୟୁ

ପାରାଦୀପ: ଆଇଓସିଏଲ ତୈଳବିଶୋଧନାଗାରରେ ଶନିବାର ଅଘଟଣ ଘଟିଛି। ପାଇଲିଙ୍ଗ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ଉପରେ ଖୁଣ୍ଟ ପଡ଼ିଛି। ଏଥିରେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ କୁଜଙ୍ଗ ଥାନା ଅନ୍ତର୍ଗତ କାଳିଆପାଟ ଗ୍ରାମର ପପୁ ମାଝୀ। ତେବେ ସତ୍ୟବ୍ରତଙ୍କ ଏଭଳି ଅବସ୍ଥା ଦେଖି ସାଥି ଶ୍ରମିକମାନେ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ସତ୍ୟବ୍ରତଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ତୈଳବିଶୋଧନାଗାର ଅଞ୍ଚଳରେ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking