15.1 C
Bhubaneswar
Thursday, January 15, 2026
Homeଓଡିଶାଆନ୍ତଃରାଜ୍ୟ ସିନ୍ଧିଚୋର ଗ୍ୟାଙ୍ଗ ଗିରଫ

ଆନ୍ତଃରାଜ୍ୟ ସିନ୍ଧିଚୋର ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର: ଆନ୍ତଃରାଜ୍ୟ ସିନ୍ଧିଚୋର ଗ୍ୟାଙ୍ଗ ଗିରଫ। ଦିଲ୍ଲୀରୁ ଗିରଫ କଲା କମିଶନରେଟ ପୋଲିସ। ସହିଦନଗର ଥାନା ଅଞ୍ଚଳର ଜଣେ ଆଇଟି ଅଫିସରଙ୍କ ଘରୁ ଲୁଟ୍‌ କରିଥିଲେ। ତଦନ୍ତ ପରେ ୨ ଲୁଟେରାଙ୍କୁ ଗିରଫ ସହ ଚୋରି ଜିନିଷ ଜବତ କରାଯାଇଛି। ଗତ ଜୁଲାଇ ୨୧ରେ ଦିନ ୧୦. ୩୦ ରୁ ସାଢ଼େ ଭିତରେ ୨୩୦ ଗ୍ରାମ ଗୋଲ ଲୁଟି ନେଇଥିଲେ ଅଭିଯୁକ୍ତ। ପାଖାପାଖି ଅଞ୍ଚଳରୁ ଡିଜିଟାଲ ଏଭିଡେନ୍ସ ପାଇଥିଲା। ଯେଉଁଥିରେ ଅଭିଯୁକ୍ତର ଗତିବିଧି ଉପରେ ନଜର ରଖାଯାଇଥିଲା। ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ୱେଷ୍ଟ ବେଙ୍ଗଲ,  ଅଞ୍ଚଳରେ ଏହି ଗ୍ୟାଙ୍ଗ ଅପରେଟ କରେ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସମସ୍ତ ସୁନା ଗହଣାକୁ ନେଇ ଦୁହେଁ ବିକ୍ରି କରି ଟଙ୍କା ଆଣିଥିଲେ। ମୋଟ ୧୮ ଲକ୍ଷ ଟଙ୍କା ଜବତ କରଯାଇଛି। ଏନେଇ ପୁଲିସ କମିସନର ଏସ. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking