ଭଦ୍ରକ: ଭଦ୍ରକ ଜିଲ୍ଲାର ୫ଟି ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ ରହିବ । ସକାଳ ୬ଟାରୁ ଆସନ୍ତାକାଲି ୬ଟା ପଯ୍ୟନ୍ତ ଇଣ୍ଟରନେଟଣ୍ଟ ବନ୍ଦ । ଗୋଷ୍ଠୀ ସଂଘର୍ଷରୁ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ନିଷ୍ପତ୍ତିତ୍ତ ନିଆଯାଇଛି । ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ଆଲର୍ଟରେ ପ୍ରଶାସନ ରହିଛି । ଭଦ୍ରକ ବ୍ଲକ ଓ ପୌରପାଳିକାରେ ଇଣ୍ଟରନେଚ ବନ୍ଦ ରହିଛି । ତିହିଡି ବ୍ଲକ, ଧାନନଗର ବ୍ଲକ ଓ ଏନଏସିରେ ଇଣ୍ଟରନେଟ ବନ୍ଦ ରହିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୭ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି ।