31.1 C
Bhubaneswar
Wednesday, October 23, 2024
Homeଓଡିଶାଭିତରକନିକା ଲ୍ୟାଣ୍ଡଫଲ ସୁବିଧା

ଭିତରକନିକା ଲ୍ୟାଣ୍ଡଫଲ ସୁବିଧା

ଭୁବନେଶ୍ୱର: ଭିତରକନିକା ପାଖରେ ଲ୍ୟାଣ୍ଡଫଲ ହେଲେ ଭଲ । ସୂଚନା ଦେଲେ ପିସିସିଏଫ ସୁଶାନ୍ତ ନନ୍ଦ। କାରଣ ଏଠାରେ ୨ ଶହ ବର୍ଗ କିମିର ହେନ୍ତାଳ ବନ ରହିଛି । ହେନ୍ତାଳ ବନ ପବନ ଶହ ସମୁଦ୍ର ଜୁଆରକୁ ରୋକିବ । ଯଦି ଗଛ ପଡି ରାସ୍ତା ବନ୍ଦ ହୁଏ ସେଥିପାଇଁ ୫ ଟିମ ରହିଛି ଓ କୁମ୍ଭୀର ଯଦି ଗାଁ ଭିତରକୁ ପଶିଯାନ୍ତି ୨ ଟି ଟିମ ଉଦ୍ଧାର କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking