କେଉଁଝର: ଗନ୍ଧମାର୍ଦ୍ଦନ ଲୋଡିଂ ଦୁର୍ନୀତି ମାମାଲାରେ ଦାଖଲ ହେବ ଅନ୍ତରୀଣ ଚାର୍ଜସିଟ । ରାଜା ଚକ୍ର ଓ ଅନ୍ୟ ସହେଯାଗୀଙ୍କ ନାଁରେ ଅନ୍ତରୀଣ ଚାର୍ଜସିଟ ହେବ । ଏନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି । ୬୦ଟି ବ୍ୟାଙ୍କ ଆକାଉଣ୍ଟ ଓ ବହୁ ସଂଖ୍ୟକ କାଗଜ ପତ୍ର ଯାଞ୍ଚ ଚାଲିଛି । ଆଉ କିଛି ଲୋକ ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ।