ନୂଆଦିଲ୍ଲୀ : ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ବଡ ବୟାନ ଦେଇଛନ୍ତି । କହିଛନ୍ତି ସୀମାରେ ସୁରକ୍ଷା ସୁଦୃଢ ଆମର ପ୍ରାଥମିକତା ଅଟେ । ଜମ୍ମୁକାଶ୍ମୀରରେ ବଢିଛି ଅନୁପ୍ରବେଶ କହିଛନ୍ତି ସେନାମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ । ପାକିସ୍ତାନରୁ ଆସୁଛନ୍ତି ୮୦ ପ୍ରତିଶତ ଆତଙ୍କବାଦୀ । କୌଣସି ପରିସ୍ଥିତିର ମୁକାବିଲଆ ପାଇଁ ଆମେ ପ୍ରସ୍ତୁତ ଅଛୁ ।