29.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶବିହାରରେ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

ବିହାରରେ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

ବିହାର: ବିହାରର ଦରଭଙ୍ଗାରେ ଲଜ୍ଜା। ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା। ଶିଶୁକନ୍ୟାଙ୍କ ପଡୋଶୀ ଏହି ଅପରାଧ ଘଟାଇଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କୁ ବିକାଶ ମାହାତୋ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, ବିହାରରର ଦରଭଙ୍ଗା ବିଶ୍ୱବିଦ୍ୟାଳୟ ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ଶନିବାର ସନ୍ଧ୍ୟାରେ ଝିଅଟି ଖେଳୁଥିବା ସମୟରେ ବିକାଶ ତାଙ୍କୁ ଅପହରଣ କରିଥିଲା। ତା’ପରେ ସେ ତାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିଥିଲେ। ଆଜି ସକାଳେ ଖୋଜାଖୋଜି ସମୟରେ ପାଟୱା ପୋଖରୀ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଅଭିଯୁକ୍ତଙ୍କ ଦୋକାନରେ ନିଆଁ ଲଗାଇବା ସହ କାଦିରାବାଦ ରାସ୍ତା ଅବରୋଧ କରିଥିଲେ। ଏସ୍ଏସ୍‌ପି ଜଗୁନାଥ ରେଡ୍ଡୀ ଜଲାରେଡ୍ଡି ନିଜେ ସେଠାରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପୋଲିସ ତୁରନ୍ତ ବିକାଶଙ୍କୁ ତାଙ୍କ ଘରୁ ଗିରଫ କରି ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking