ନୂଆଦିଲ୍ଲୀ: ସମ୍ଭିଧାନ ଚର୍ଚ୍ଚା ଭିତରେ ମୋଦିଙ୍କ ଉଦବୋଧନ । ଭାରତର ଲୋକତନ୍ତ୍ର ବହୁତ ସମୃଦ୍ଧ । ୭୫ ବର୍ଷର ଉପଲବ୍ଧି ଅସାଧାରଣ । ଭାରତର ଗଣତନ୍ତ୍ର ବିଶ୍ୱ ପାଇଁ ପ୍ରେରଣା । ଦେଶ ତୀବ୍ର ଗତିରେ ଆଗକୁ ବଢୁଛି । ସମ୍ଭିଧାନ ଏକତାର ଆଧାର । ଭାରତରେ ଖୁବଶୀଘ୍ର ତୃତୀୟ ଅର୍ଥବ୍ୟବସ୍ଥା ହେବ । ବିବିଧତାରେ ଏକତା ଦେଶର ବିଶେଷତ୍ୱ । ୩୭୦ ଦେଶର ଏକତା ମଧ୍ୟରେ ପ୍ରାଚୀର ଥିଲା । ତେବେ ସଂସଦରେ ପ୍ରଧାନମନ୍ତ୍ରୀ ଟାର୍ଗେଟ କରି କହିଛନ୍ତି, କେତେଜଣ ବିବିଧତାରେ ବିରୋଧାଭାଷ ଖୋଜନ୍ତି । କିଛି ଲୋକ ବିବିଧତାରେ ବିଷ ମିଶାଇଛନ୍ତି । ଏମେର୍ଜେନ୍ସିରେ ସମ୍ଭିଧାନକୁ ଆଘାତ ଦେଇଛନ୍ତି । ଦେଶକୁ ଜେଲଖାନାରେ ପରିଣତ କରିଛନ୍ତି । କଂଗ୍ରେସ ମୁଣ୍ଡରୁ ଏ ପାପ କେବେ ହଟିବନି । ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ କରିଛନ୍ତି ।