14.1 C
Bhubaneswar
Monday, December 8, 2025
Homeଖେଳଟି-୨୦ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା

ଟି-୨୦ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ ପରେ ଟି-୨୦ ସିରିଜ୍ ଖେଳାଯିବ । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ଦିନିଆ ମ୍ୟାଚ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ସୂର୍ଯକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତର ଟି-୨୦ ଦଳ ଅଷ୍ଟ୍ରେଲିଆ ଯାତ୍ରା କରିବ । ଶ୍ରେୟସ ଆୟର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍‌ରୁ ବାଦ୍ ଦିଆଯାଇଛି । ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ଶୁବମନ ଗିଲ (ଉପ-ଅଧିନାୟକ), ତିଲକ ର୍ମା, ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍ କିପର), ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଅରସଦୀପ ସିଂ, କୁଲଦୀପ (ୱିକେଟ୍ କିପର), ରିଙ୍କୁ ସିଂ ଏବଂ ୱାଶିଂଟନ୍ ସୁନ୍ଦର ।

ଭାରତ ଏବଂ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବା ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବେ। ଅଷ୍ଟ୍ରେଲିଆ ପାଇଁ ଦିନିକିଆ ସିରିଜ୍ ଅକ୍ଟୋବର ୧୯ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ଅକ୍ଟୋବର ୨୯ ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଟି-୨୦ ସିରିଜ୍ ଖେଳାଯିବ।

ଦିନିକିଆ ସିରିଜ୍

  • ଭାରତ ବନାମ ଅଷ୍ଟ୍ରେଲିଆ – ପ୍ରଥମ ଦିନିକିଆ – ଅକ୍ଟୋବର ୧୯, ପର୍ଥ
  • ଭାରତ ବନାମ ଅଷ୍ଟ୍ରେଲିଆ – ଦ୍ୱିତୀୟ ଦିନିକିଆ – ଅକ୍ଟୋବର ୨୩, ଆଡିଲେଡ
  • ଭାରତ ବନାମ ଅଷ୍ଟ୍ରେଲିଆ – ତୃତୀୟ ଦିନିକିଆ – ଅକ୍ଟୋବର ୨୫, ସିଡନୀ

ଟି-୨୦ ସିରିଜ୍

  • ଭାରତ ବନାମ ଅଷ୍ଟ୍ରେଲିଆ – ପ୍ରଥମ ଟି-୨୦ – ଅକ୍ଟୋବର ୨୯, କାନବେରା
  • ଭାରତ ବନାମ ଅଷ୍ଟ୍ରେଲିଆ – ଦ୍ୱିତୀୟ ଟି-୨୦ – ଅକ୍ଟୋବର ୩୧, ମେଲବୋର୍ଣ୍ଣ
  • ଭାରତ ବନାମ ଅଷ୍ଟ୍ରେଲିଆ – ତୃତୀୟ ଟି-୨୦ – ନଭେମ୍ବର ୨, ହୋବାର୍ଟ
  • ଭାରତ ବନାମ ଅଷ୍ଟ୍ରେଲିଆ – ଚତୁର୍ଥ ଟି-୨୦ – ନଭେମ୍ବର ୬, ଗୋଲ୍ଡ କୋଷ୍ଟ
  • ଭାରତ ବନାମ ଅଷ୍ଟ୍ରେଲିଆ – ପଞ୍ଚମ ଟି-୨୦ – ନଭେମ୍ବର ୮, ବ୍ରିସବେନ

ଦିନିକିଆରେ ଶୁବମନ ଅଧିନାୟକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking