27.1 C
Bhubaneswar
Friday, June 13, 2025
Homeଦେଶ ବିଦେଶଜାତିସଂଘରେ ପାକର ମୁଖା ଖୋଲିବ ଭାରତ

ଜାତିସଂଘରେ ପାକର ମୁଖା ଖୋଲିବ ଭାରତ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦକୁ ଟିମ ପଠାଇବା ଭାରତ । ଆତଙ୍କବାଦୀଙ୍କ ସହ ପାକିସ୍ତାନର ଲିଙ୍କ ନେଇ ପ୍ରମାଣ ହେବ ଭାରତ । ଆସନ୍ତା ସପ୍ତାହରେ ବସିବ ଜାତିସଂଘ ସୁରକ୍ଷା ପରିଷଦ ବୈଠକ । ପାକିସ୍ତାନକୁ କଳାତାଲିକା ଭୁକ୍ତ କରିବା ସହ କଟକଣା ଲଗାଇବାକୁ ଉଦ୍ୟମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking