25.1 C
Bhubaneswar
Friday, March 20, 2026
Homeଖେଳନ୍ୟୁଜିଲାଣ୍ଡକୁ ୨୮୫ ରନ୍‌ର ଟାର୍ଗେଟ୍ ଦେଲା ଭାରତ

ନ୍ୟୁଜିଲାଣ୍ଡକୁ ୨୮୫ ରନ୍‌ର ଟାର୍ଗେଟ୍ ଦେଲା ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ୨୮୫ ରନ୍‌ର ଟାର୍ଗେଟ୍ ଦେଇଛି ଭାରତ। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଚାଲିଛି। ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ରାଜକୋଟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି, କେଏଲ ରାହୁଲଙ୍କ ଶତକ ଯୋଗୁଁ ଟିମ୍ ଇଣ୍ଡିଆ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୪ ରନ୍ କରିଛି। ନ୍ୟୁଜିଲ୍ୟାଣ୍ଡକୁ ମ୍ୟାଚ୍ ଜିତି ସିରିଜ୍ ସମାନ କରିବା ପାଇଁ ଏବେ ୨୮୫ ରନ୍ କରିବାକୁ ପଡିବ। ୯୨ ବଲ୍‌ରୁ ୧୧ ଚୌକା, ଗୋଟିଏ ଛକା ବଳରେ ରାହୁଲ ଅପରାଜିତ ୧୧୨ ରନ୍ କରିଛନ୍ତି । ଅଧିନାୟକ ଗିଲ୍ ୫୬ ରନ୍ କରିଥିଲା ବେଳେ ଅନ୍ୟ ବ୍ୟାଟର ବିଫଳ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking