18.1 C
Bhubaneswar
Wednesday, February 4, 2026
Homeଖେଳକୋଲକତା ଟେଷ୍ଟ ହାରିଲା ଭାରତ

କୋଲକତା ଟେଷ୍ଟ ହାରିଲା ଭାରତ

କୋଲକତା: କୋଲକତାରେ ଅଢେଇ ଦିନରେ ଲଢେଇ ହାରିଲା ଭାରତ। ୩୦ରନ୍‌ନ୍ୱୋଜି ମାରିନେଲା ଦକ୍ଷିଣ ଆଫ୍ରିିକା। ଘରୋଇ ମାଟିରେ ମାତ୍ର ୧୨୪ ରନ୍ କରି ନପାରି ହାରିଲେ। ୧୫ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚ୍ ଜିତିଲା ଦକ୍ଷିଣ ଆଫ୍ରିକା। ଭାରତୀୟ ବ୍ୟାଟରଙ୍କ ଶୋଚନୀୟ ପ୍ରଦର୍ଶନକୁ ନେଇ ନୈରାଶ୍ୟ। ରବିବାର ଇଡେନ୍ ଗାର୍ଡେନ୍ସରେ ୧୨୪ ରନର ଟାର୍ଗେଟ ଥିବାବେଳେ ଭାରତ ୯ ୱିକେଟରେ ୯୩ ରନ କରି ପରାସ୍ତ ହୋଇଛି। ପୂର୍ବରୁ, ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସରେ ୧୫୩ ରନ୍ କରି ଅଲଆଉଟ୍ ହୋଇଥିଲା। ଶୁକ୍ରବାର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ପ୍ରଥମ ଇନିଂସରେ ୧୫୯ ରନ୍ କରିଥିଲା। ଭାରତ ପ୍ରଥମ ଇନିଂସରେ ୧୮୯ ରନ୍ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking