21.1 C
Bhubaneswar
Saturday, December 6, 2025
Homeଓଡିଶାତୃତୀୟ ଦିନରେ ବି ଜାରି ରହିଛି ଆୟକର ଚଢ଼ାଉ

ତୃତୀୟ ଦିନରେ ବି ଜାରି ରହିଛି ଆୟକର ଚଢ଼ାଉ

ଭୁବନେଶ୍ୱର: ତୃତୀୟ  ଦିନରେ ବି ଜାରି ରହିଛି ଚଢ଼ାଉ, ଘାଣ୍ଟୁଛି ଆୟକର ବିଭାଗ । ନବଦାସଙ୍କ ବ୍ୟବସାୟୀ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଟ୍ରାନ୍ସପୋର୍ଟ ଅଫିସରେ ଚଢ଼ାଉ କରାଯାଇଛି । ଆଜି ତୃତୀୟ ଦିନରେ ବି ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ସମ୍ବଲପୁର, ଝାରସୁଗୁଡା, ଭୁବନେଶ୍ୱର ଓ ଦିଲ୍ଲୀରେ ଟିମ କରୁଛନ୍ତି ଚଢ଼ାଉ । ମିସନ ରୋଡ ସ୍ଥିତ ଟ୍ରାନ୍ସପୋର୍ଟ ଅଫିସ, ବାସଭବନ, ହସ୍ପିଟାଲ ଛକ ସ୍ଥିତ ଚାଲାଣ ଅଫିସ, ମସନୀକାନି ସ୍ଥିତ ଅଫିସରେ ଚଢ଼ାଉ ଜାରି ରଖିଛି ଆଇଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking