27.1 C
Bhubaneswar
Thursday, June 19, 2025
Homeଓଡିଶାଓଜନ ବୃଦ୍ଧି ପାଇଁ ଖାଦ୍ୟରେ ଏହାକୁ ସାମିଲ କରନ୍ତୁ..

ଓଜନ ବୃଦ୍ଧି ପାଇଁ ଖାଦ୍ୟରେ ଏହାକୁ ସାମିଲ କରନ୍ତୁ..

ଭୁବନେଶ୍ୱର: ଆଜିକାଲି ସମୟରେ କେବଳ ମେଦବହୁଳତା  ନୁହେଁ ବରଂ ଓଜନ ହ୍ରାସର ସମସ୍ୟା ମଧ୍ୟ ବହୁତ ଦେଖାଯାଉଛି । ଯଦି ଆପଣ ଓଜନ ବୃଦ୍ଧି କରାଇବାକୁ ଚାହାନ୍ତି ତେବେ କଦଳୀ ଖାଇପାରିବେ ।   ଏଥିରେ ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ  କାର୍ୱୋ ହାଇଡ୍ରେଟ ଥାଏ,  ଯାହା ଶରୀରକୁ ଅନେକ ଲାଭ ପ୍ରଦାନ କରିବାରେ ସହାୟକ ହୁଏ ।  ଓଜନ ବୃଦ୍ଧି କରିବାକୁ ହେଲେ କଦଳୀ ଲସି ପିଇପାରିବେ ଏହା ସ୍ୱାସ୍ଥ୍ୟ ପାଇଁ  ବହୁତ ଭଲ ବୋଲି ବିବେଚନା କରାଯାଏ । କଦଳୀ ସେକରେ ଆପଣ କିଛି ଡ୍ରାଏ ଫ୍ରୁଟସ ମଧ୍ୟ ମିଶାଇ ପିଇପାରିବେ । ଯଦି ଆପଣଙ୍କ ପତଳା ଶରୀର ତେବେ ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀର ସହିତ ୨ଟି କଦଳୀ ଖାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking