30.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶମହାଭାରତର 'କର୍ଣ୍ଣ' ପଙ୍କଜ ଧୀରଙ୍କ ପରଲୋକ

ମହାଭାରତର ‘କର୍ଣ୍ଣ’ ପଙ୍କଜ ଧୀରଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ଟିଭି ଏବଂ ବଲିଉଡ ଅଭିନେତା ପଙ୍କଜ ଧୀର ଆଉ ନାହାନ୍ତି। ତାଙ୍କର 68 ବର୍ଷ ବୟସରେ ଦେହାନ୍ତ ହୋଇଛି। ପଙ୍କଜ ଧୀର ଲୋକପ୍ରିୟ ଟିଭି ଧାରାବାହିକ ମହାଭାରତରେ କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ, ଯାହା ତାଙ୍କୁ ପରଦାରେ ଏକ ଅନନ୍ୟ ପରିଚୟ ଦେଇଥିଲା। ସେ ଅନେକ ପ୍ରମୁଖ ବଲିଉଡ ତାରକାଙ୍କ ସହ ମଧ୍ୟ କାମ କରିଥିଲେ ବୋଲି ଜଣାପଡିଛି। ଏହି ବରିଷ୍ଠ ଅଭିନେତା କର୍କଟ ରୋଗରେ ପୀଡିତ ଥିଲେ। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking