25.1 C
Bhubaneswar
Friday, March 6, 2026
Homeଓଡିଶାଝାରସୁଗୁଡ଼ାରେ ରଥଟଣା ବେଳେ ଅଘଟଣ ; ଚକା ତଳେ ଚାପି ହୋଇ ଗଲା ଜୀବନ

ଝାରସୁଗୁଡ଼ାରେ ରଥଟଣା ବେଳେ ଅଘଟଣ ; ଚକା ତଳେ ଚାପି ହୋଇ ଗଲା ଜୀବନ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା କୁକୁଜଙ୍ଘା ଜଗନ୍ନାଥ ମନ୍ଦିରରେ ରଥ ଟଣା ବେଳେ ଅଘଟଣ। ମୃତକ ଜଣଙ୍କ ହେଲେ ଶ୍ୟାମ ସୁନ୍ଦର କିଷାନ ୪୫। ଗତକାଲି ସନ୍ଧ୍ୟା ସମୟରେ କୁକୁଜଙ୍ଘା ଜଗନ୍ନାଥ ମନ୍ଦିରରେ ରଥ ଟଣା ଆରମ୍ଭ ହୋଇଥିଲା। ରଥ ଟାଣିବା ସମୟରେ ଅନେକ ଶ୍ରଦ୍ଧାଳୁ ସେଠାରେ ଉପସ୍ଥିତ ଥିଲେ। ରଥ ଟଣା ବେଳେ ରଥ ଏକ ପାର୍ଶ୍ଵକୁ ଗଡ଼ି ଯାଇଥିଲା। ଫଳରେ ଶ୍ୟାମ ସୁନ୍ଦରଙ୍କ ଉପରେ ରଥ ଚକ ଚଢି ଯାଇଥିଲା। ସେ ତଳେ ପଡ଼ି ଗୁରୁତର ଆହାତ ହୋଇଥିଲେ ଶ୍ୟାମ ସୁନ୍ଦର। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking