ଗଂଜାମ : ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ସମସ୍ତ ମାମଲାରେ ଦୋଷମୁକ୍ତ କରାଯାଇଛି । ଆଜି ୩ଟି ମାମଲାରୁ ଦେଷମୁକ୍ତ କଲେ ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ । ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷ କରାଯାଇଛି । କାଲି ୨ଟି ଓ ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ କୋର୍ଟ ।ଆସନ୍ତାକାଲି ୩ଟି ମାମଲାରୁ ଖଲାସ ହୋଇଥିବା ବେଳେ ଆଜି ୨ଟି ମାମଲାରେ ନିର୍ଦ୍ଦୋଷ ହୋଇଛନ୍ତି । ମୋଟ ୫ଟି ଠକେଇ ମାମଲାରେ ନିର୍ଦ୍ଦୋଷରେ ବାହାରିଛନ୍ତି ପ୍ରଦୀପ ପାଣିଗ୍ରାହୀ ।