20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଦୁଇଟି ଡଙ୍ଗାରୁ ୫୦୦ କେଜି ନିଶା (କ୍ରିଷ୍ଟାଲ ମେଥ) ଜବତ

ଦୁଇଟି ଡଙ୍ଗାରୁ ୫୦୦ କେଜି ନିଶା (କ୍ରିଷ୍ଟାଲ ମେଥ) ଜବତ

ନୂଆଦିଲ୍ଲୀ : ମିଳିତ ଅପରେସନରେ ଭାରତୀୟ ନୌସେନା ଏବଂ ଶ୍ରୀଲଙ୍କା ନୌସେନା  ଆରବ ସାଗରର ଦୁଇଟି ଡଙ୍ଗାରୁ ପ୍ରାୟ ୫୦୦ କିଲୋଗ୍ରାମ ନିଶା (କ୍ରିଷ୍ଟାଲ ମେଥ) ଜବତ କରିଛି। ଏହି ଦୁଇଟି ଡଙ୍ଗା କ୍ରୁଙ୍କ ସହ ନିଶା ସାମଗ୍ରୀ ଜବତ କରିଛି । ଏହା ସହ ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ହସ୍ତାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking