27.1 C
Bhubaneswar
Saturday, September 28, 2024
Homeଓଡିଶା୨୭ରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

୨୭ରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ୨୭ରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶଙ୍ଖ ଭବନରେ ଏକାଠି ହେବେ ସବୁ ବରିଷ୍ଠା ନେତା ଓ ଜିଲ୍ଲା ସଭାପତି । ଆଗାମୀ ରଣନୀତି ନେଇ ହେବ ବିସ୍ତୃତ ଆଲୋଚନା । ଆଗକୁ ହେବାକୁ ଥିବା ପଦଯାତ୍ରା ସମ୍ପର୍କରେ ଆଲୋଚନା ହେବ । ଫୋକସରେ ରହିବ ନିର୍ବାଚନ ପରାଜୟ ପୋଷ୍ଟମର୍ଟର କାରଣ ଖୋଜା କମିଟି ଚୟନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking