ନୂଆଦିଲ୍ଲୀ: ସେମିକଣ୍ଡକ୍ଟର ଶିଳ୍ପ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଉଛନ୍ତି । ୟୁପି ମୋହାଲିରେ ସେମିକଣ୍ଡକ୍ଟର କାରଖାନା ଖୋଲାଯିବ । ମାସକୁ ୩୦ ମିଲିଅନ ଚିପ୍ସ ଉତ୍ପାଦିତ ହେବ । ପ୍ରତିଭା ବିକାଶ ଉପରେ ସରକାରଙ୍କ ଗୁରୁତ୍ୱ ଦିଆଯାଉଛି । ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ କେ ବଡ ଉପଲବ୍ଧି ରହିଛି । ଅପରେସନ ସିନ୍ଦୂରରେ ମଧ୍ୟ ଟେକ୍ନୋଲୋଜିର ପ୍ରୟୋଗ ହେଲା ।










