33.1 C
Bhubaneswar
Wednesday, March 18, 2026
Homeଓଡିଶାଟାଟା ଷ୍ଟିଲର ଫେରୋ କ୍ରୋମ୍ ପ୍ଲାଣ୍ଟ କିଣିଲା ଆଇଏମଏଫଏ

ଟାଟା ଷ୍ଟିଲର ଫେରୋ କ୍ରୋମ୍ ପ୍ଲାଣ୍ଟ କିଣିଲା ଆଇଏମଏଫଏ

ଭୁବନେଶ୍ୱର: କଳିଙ୍ଗନଗରରେ ଟାଟା ଷ୍ଟିଲର ଫେରୋ କ୍ରୋମ୍ ପ୍ଲାଣ୍ଟ କିଣିଲା ଆଇଏମଏଫଏ। ୬୧୦ କୋଟିରେ କିଣିବା ନେଇ ଆସେଟ୍‌ ଟ୍ରାନ୍ସଫର ଏଗ୍ରିମେଣ୍ଟ ସ୍ବାକ୍ଷର ହୋଇଛି। ଆମର ବିକାଶ ଅଭିଯାନରେ ପ୍ରମୁଖ ମାଇଲଷ୍ଟୋନ୍ ନେଇ ‘ଏକ୍ସ’ରେ ଆଇଏମଏଫଏ ସୂଚନା ଦେଇଛନ୍ତିସୂଚନା ଦେଇ କହିଛନ୍ତି ଯେ ଏହା ଆମର ବିସ୍ତାର ଯୋଜନାକୁ ଦ୍ରୁତଗତିରେ ଆଗେଇ ନେବ।। ଆଭ୍ୟନ୍ତରୀଣ ଉପାର୍ଜନରୁ କ୍ରୟ କରାଯାଉଛି, ୩ ମାସରେ ପ୍ରକ୍ରିୟା ସରିବ। ଆଇଏମଏଫଏ ଭାରତର ସବୁଠାରୁ ବଡ଼ ଫେରୋ କ୍ରୋମ୍ ଉତ୍ପାଦକ ଏବଂ ବିଶ୍ୱ ସ୍ତରରେ ଷଷ୍ଠ ବୃହତ୍ତମ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking