ସୁନ୍ଦରଗଡ: ବେଆଇନ ଖଣି ଉପରେ ପୁଣି ଚଢାଉ । କୋଇଲା ଖଣି ଉପରେ ଚଢାଉ କରିଛି ରାଜସ୍ୱ ବିଭାଗ । ତହସିଲଦାରଙ୍କ ନିର୍ଦ୍ଦେଶରେ ଚଢାଉ କରାଯାଇଛି । ଆଉ ଏକ କୋଇଲା ଖଣି ଧରାପଡିଛି । ଖଣିରେ କୋଇଲା ଖନନ ଚାଲିଥିବା ବେଳେ ରେଡ କରାଯାଇଛି । ଜେସିବି ଜବତ ଓ ଘଟଣାସ୍ଥଳରୁ ଚାଳକ ଫେରାର ଅଛନ୍ତି ।