25.1 C
Bhubaneswar
Tuesday, February 3, 2026
Homeଓଡିଶାଦିନ ଦ୍ୱିପ୍ରହରରେ ଚାଲିଛି ବେଆଇନ ମାଟି ଓ ବାଲି ଉତ୍ତୋଳନ

ଦିନ ଦ୍ୱିପ୍ରହରରେ ଚାଲିଛି ବେଆଇନ ମାଟି ଓ ବାଲି ଉତ୍ତୋଳନ

ଯାଜପୁର: ଯାଜପୁର ଜିଲ୍ଲା ରେ ବାଲି କଳା ପଥର ଲୁଟ ରେ ରାଜ୍ୟ ର ପ୍ରଥମ ସ୍ଥାନ ଅଧିକାର କରିଛି ବାଲିକଳା ନୀଳ ପଥର କ୍ରୋମଇଟ ମାଫିଆ ମାନେ ରାଜ ନେତା ଖଣିଭିବାଗ ଜିଲ୍ଲା ପ୍ରଶାସନ ପୋଲିସ ପ୍ରଶାସନ ଙ୍କ ସାଲାସୁତାର କୋଟି କୋଟି ତାଙ୍କର ଲଘୁ ଖଣିଜ ଦ୍ରବ୍ୟ ଜାତ ଦିନ ଡି ପହର ରେ ହରି ଲୁଟୁ ହେଉଛି ବ୍ୟାସ ନଗର ତହସିଲ ର ବେନିୟମ ଭାବ ରେ ମାଫିଆ ମାନେ ରାତ୍ର ଦିନ ରେ ବାଲି ଉତ୍ତଳନ କରିଚାଲିଛନ୍ତି ରାଜ ନେତା ପୋଲିସ ପ୍ରଶାସନ କୁ ବଟି ଦେଉଥିବାରୁ ଅଭିଯୋଗ ଗୁଡିକ ଫାଇଲି ରେ ବନ୍ଧା ହୋଇ ରହୁଛି ଯାଜପୁର ଜିଲ୍ଲା ପାଳ ଙ୍କାର୍ଯ୍ୟ ଳୟ ସମ୍ମୁଖରେ କିପରି ବାଲି ଲୁଟୁ ହେଉଛି ଜିଲ୍ଲା ପାଳ ଦେଖି ଶାସକ ଦଳ ର ଚାପ ରେ ଚୁପୁ ହୋଇ ରହୁଛନ୍ତି ତାହା ଦୁଷ୍ଟାନ୍ତ lଯାଜପୁର ସହରସ୍ଥିତ ମହାରାଜା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ପାର୍ଶ୍ଵରୁ ହେଉଛି ବେଆଇନ ମାଟି ଓ ବାଲି ଉତ୍ତୋଳନ। ପୂର୍ଵ ସରକାର ସମୟରେ ଏହି ମହାବିଦ୍ୟାଳୟ ନିର୍ମାଣ ପାଇଁ ଅଧିକୃତ ସ୍ଥାନକୁ ମାଟି ଓ ବାଲି ଯୋଗେ ପୋତା ଯାଇଥିଲା। ବର୍ତ୍ତମାନ ଏହି ସ୍ଥାନରୁ ଦିନ ଦ୍ୱିପ୍ରହରରେ ମାଫିଆମାନେ ଜେସିବି ଲଗାଇ ମାଟି ଓ ବାଲି ଉତ୍ତୋଳନ କରି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏନେଇ ଖଣି ଉପନିର୍ଦେଶକ ଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନ ଥିବା ଅଭିଯୋଗ ହୋଇଛି। କେବଳ ଏହି ସ୍ଥାନ ନୁହେଁ ଯାଜପୁର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଏଭଳି ଲୁଟ ହେଉଥିବା ଦେଖିବାକୁ ମିଳିଛି। କାହା ପ୍ରଲୋଚନାରେ ମାଫିଆ ମାନେ ଏଭଳି ଲୁଟ କରୁଛନ୍ତି ତାକୁ ନେଇ ଚର୍ଚ୍ଚାରେ ସହରବାସୀ। ଏ ନେଇ ଖଣି ଉପନିର୍ଦେଶକ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking