ଭୁବନେଶ୍ୱର: ରାଜଧାନୀରେ ବେଆଇନ ଗର୍ଭପାତକୁ ନେଇ ଧରପଗଡ । ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ନୟାପଲ୍ଲୀ ଅଞ୍ଚଳରେ ରେଡ କରାଯାଇଛି । ବେଆଇନ ଗର୍ଭପାତ କିଟ ବିକୁଥିବା ନେଇ ଚଢାଉ ହୋଇଛି । ମେଡିସିନ ଷ୍ଟୋରରେ ମିଳୁଥିବା ବେଆଇନ ଗର୍ଭପାତ କିଟ ବିନା ଡାକ୍ତରୀ ପ୍ରେସକ୍ରିପସନରେ କିଟ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ବିନା ଡାକ୍ତରୀ ପ୍ରେସକ୍ରିପସନରେ କିଟ ବିକ୍ରି କରାଯାଉଛି । ଯାହାକୁ ନେଇ ବର୍ତ୍ତମାନ ରେଡ କରାଯାଉଛି ।