16.1 C
Bhubaneswar
Saturday, December 13, 2025
Homeଓଡିଶାକଟକ ବାରବାଟୀ ଷ୍ଟାଡିୟମରେ ଆଇଆଇଟି ଭୁବନେଶ୍ବରର ବୈଷୟିକ ଟିମ୍‌

କଟକ ବାରବାଟୀ ଷ୍ଟାଡିୟମରେ ଆଇଆଇଟି ଭୁବନେଶ୍ବରର ବୈଷୟିକ ଟିମ୍‌

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ଆଇଆଇଟି ଭୁବନେଶ୍ବରର ବୈଷୟିକ ଟିମ୍‌। ଭାରତ-ଦକ୍ଷିଣ ଆଫ୍ରିକା ଟି -୨୦ ପୂର୍ବରୁ ଷ୍ଟାଡିୟମ ବୁଲି ଦେଖିଛନ୍ତି। ୮ ଜଣିଆ ଟିମ ଗ୍ୟାଲେରୀ, କର୍ପୋରେଟର ବକ୍ସ, VVIP ବକ୍ସ, ପ୍ୟାଭିଲିୟନ ବୁଲିଛନ୍ତି। ଅନୁଧ୍ୟାନ ପରେ ସରକାରଙ୍କୁ ସ୍ଥିତି ସଂପର୍କରେ ଟିମ ରିପୋର୍ଟ ଦେବ। ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି ଟ୍ବେଣ୍ଟି ଖେଳାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking